Jump to content

ପାସୋରିବା

ଉଇକିଅଭିଧାନ‌ରୁ

ପାସୋରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସକର୍ମକ)

[ସମ୍ପାଦନା]

ଭୁଲିବା; ବିସ୍ମୃତ ହେବା — To forget.

ଈର୍ଷାର କୁହୁକେ ଆହା ପାସୋରି ଏ କଥା ରାଧାନାଥ—ମହାଯାତ୍ରା