ପାହାଡ଼ା
ଦେଖଣା
ପାହାଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାହାଡ଼ା
|
ଦେଶଜ - ବି—(ସଂସ୍କୃତ - ପାଦ ସ୍ଥାପନ)
[ସମ୍ପାଦନା]- ୧. ପାଏଡ଼ା; ଦେବତାଆଦି ବିଜେ ହେବା ସମୟରେ ବାଟରେ ବିଛା ଯାଇଥିବା ବସ୍ତ୍ର —୧. Cloth spread over the road on which a deity will pass.
ମୁଁ ତୋ ସଙ୍ଗୀତ ଜଗତୀ ବାହୁଡ଼ା ବିଜେ ପାହାଡ଼ାରେ କବିସୂର୍ଯ୍ୟ. ସଙ୍ଗୀତ
- ୨. ସୁନା ରୂପାର ଜିନିସ ତିଆରିରେ ବଣିଆଙ୍କୁ ମଜୁରା ଦିଆଯିବା ତୁଟ, ବଟା ଓ ଘାଟୀ —୨. Allowance made to goldsmiths for wastage of gold and silver in preparing ornaments.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
[ସମ୍ପାଦନା]- ୧. ଏକପ୍ରକାର ମଧୁର ମାଛ — ୧. A kind of fresh-water-fish.
- ୨. ଘୋଡ଼ା ଜିନ୍ରେ ରେକାବ —୨. Stirrup.