ପାହାନ୍ତରା ଅନୁକୂଳ
ଦେଖଣା
ପାହାନ୍ତରା ଅନୁକୂଳ
ଉଚ୍ଚାରଣ
[ସମ୍ପାଦନା]ପାହାନ୍ତରା ଯାତ୍ରା—ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ପାହାନ୍ତରା ଅନୁକୂଳ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଉଷା ଯାତ୍ରା; ଉଷା କାଳରେ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଘରୁ ବାହାରିବା; ଜୟ ଯାତ୍ରା — Starting for a certain destination or work from home before dawn (i.e. when the morning star is rising).
[ଦ୍ରଷ୍ଟବ୍ୟ —ଜ୍ୟୋତିଷ ମତରେ ଉଷାକାଳରେ ଯାତ୍ରା କରିବା ଶୁଭ]