ପାହାନ୍ତି
ଦେଖଣା
ପାହାନ୍ତି
ଉଚ୍ଚାରଣ
[ସମ୍ପାଦନା](ପାହାନ୍ତିଆ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ପାହାନ୍ତି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭାତ)
[ସମ୍ପାଦନା]ରାତି ପାହିବା ସମୟ; ରାତ୍ରର ଶେଷ ଭାଗ ବଡ଼ି ଭୋର —The latter part of the night; day-break; the time before dawn; early morning.
କାଣ୍ଡ ଘାତେ ମୋ ଦେହ ଯାଇଥିଲା ତାତି ଏଣୁ ଶୋଇ ପଡ଼ିଲି ହୁଅନ୍ତେ ପାହାନ୍ତି କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ
ଦେଶଜ - ବିଶେଷଣ -(ସଂସ୍କୃତ - ପ୍ରଭାତୀ)
[ସମ୍ପାଦନା]- ୧. ପ୍ରଭାତ ସମ୍ୱନ୍ଧୀୟ — ୧. Relating to day-breake.
(ଯଥା—ପାହାନ୍ତିଆ ଗୀତ)
- ୨. ପ୍ରଭାତ କାଳୀନ —୨. Occuring at day-break.
(ଯଥା—ପାହାନ୍ତି ବାଜା)
- ୩. (ସଂସ୍କୃତ - ପ୍ରାପଣ; ଅନ୍ୟ ଶବ୍ଦ ସଙ୍ଗେ ବ୍ୟବହୃତ; ଯଥା—ହାତ ପାହାନ୍ତି)—(ଗୋଡ଼ ହାତଦ୍ୱାରା) ପହଞ୍ଚିବାର ଯୋଗ୍ୟ (ସ୍ଥାନ) — ୩. Reachable (by the hand or foot).