Jump to content

ପାହାନ୍ତି ଅବକାଶ

ଉଇକିଅଭିଧାନ‌ରୁ

ପାହାନ୍ତି ଅବକାଶ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଭାତ ଅବକାଶ)

[ସମ୍ପାଦନା]
୧. ପ୍ରଭାତ ସମୟରେ ଦେବତାମାନଙ୍କର ପହଡ଼ ଭାଙ୍ଗିବା ପରେ କରାଯିବା ଆଦି — ୧. The ceremonies performed before Deities in the early morning.
୨. ଶଯ୍ୟା ତ୍ୟାଗ କରିବା ସମୟରେ ବୋଲାଯିବା ସ୍ତୁତି ଗୀତ — ୨. Hymns and songs recited before day- break.