ପାହାନ୍ତି ଶୀତ
ଦେଖଣା
ପାହାନ୍ତି ଶୀତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପାହାନ୍ତି ଶୀତ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଫାଲ୍ଗୁନ ଓ ଚୈତ୍ର ମାସର ରାତି ଶେଷ ପହର ଆଡ଼କୁ ଅନୁଭୂତ ହେବା ସାମାନ୍ୟ ଶୀତ — Slight cold felt towards the end of the night in months of Phālguna and Chaitra.