ପାହାର
ଦେଖଣା
ପାହାର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରହାର)
[ସମ୍ପାଦନା]- ୧. ପ୍ରହାର; ଆଘାତ; ମାଡ଼ — ୧. Blow; beating.
- ୨. ଯଷ୍ଟି ବା ବେତ୍ରଦ୍ୱାରା ଆଘାତ — ୨. Stroke of a stick or cane.
- ୩. ଉପର୍ଯ୍ୟୁପରି କୁଟିବା — ୩. Repeated beating or pounding.
- ୪. ଢିଙ୍କିରେ କୁଟିବା — ୪. Pounding with a Ḍhiṅki.
- ୫. ଢିଙ୍କିର ମୁଣ୍ଡରେ ଲାଗିଥିବା ମୂଷଳ — ୫. The pounding pestle attached to a Ḍhiṅki.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଏକାଦିକ୍ରମେ ଲାଗିଥିବା ବହୁତ ଢିପ ବା ଗଡ଼ନ୍ତିଆ ଜମି —A succession of mounds or slopes.
(ଯଥା—ଢିପ ପାହାର ଗଡ଼ନ୍ତିଆ ପାହାର)