Jump to content

ପାହାରୀ

ଉଇକିଅଭିଧାନ‌ରୁ

ପାହାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରହରୀ)

[ସମ୍ପାଦନା]
୧. ପ୍ରହରୀ — ୧. Watchman.

ପାହାରୀ ଜଣାଇଲା ଯାଇ ଶୁଣି ଧାଇଁଲେ ରୋଷ ବହି ଜଗନ୍ନାଥ. ଭାଗବତ

୨. ଦ୍ୱାରୀ; ଦରୁଆନ — ୨. Door keer; gate keeper.

ଦ୍ୱାର ନିରୂପଣ ତାହାରେ ବିହିଲେ ଜଗିଲା ସେହୁ ପାହାରୀ ଶିଶୁଶଙ୍କର. ଉଷାଭିଳାଷ