Jump to content

ପାହି

ଉଇକିଅଭିଧାନ‌ରୁ

ପାହି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରଧୀ=ପରିଧି=ସୀମା ବା ପାଦିକ= beams)

୧. ପାହୁଲା; ପଇସାର ଏକ ତୃତୀୟାଂଶ — ୧. Copper pie; copper coin worth one third of a pice.
୨. ପାଇସା; ଅଣାକର ଚାରି ଭାଗର ଭାଗେ — ୨. Fourth part of one anna; pice.
୩. ଡୁଡୁ ଖେଳ ଆଦିରେ ପ୍ରତ୍ୟେକ ପକ୍ଷଙ୍କର ନିର୍ଦ୍ଦିଷ୍ଟ ସୀମା —୩. The respective areas of the opposing parties in a game.
୪. ଡୁଡୁ ଖେଳରେ ଦୁଇ ଦଳ ମଧ୍ୟରେ ସୀମା ନିର୍ଦ୍ଦେଶ କରିବା ମଧ୍ୟ ରେଖା —୪. The middle line or goal in a game of Ḍuḍu.
୫. ବିଲ ବଛା ଧାନ କଟା ପ୍ରଭୃତି ବେଳେ ପ୍ରତ୍ୟେକ ଶ୍ରମିକ ନିଜର ଯେଉଁ ଲମ୍ୱ ଭୂମିଖଣ୍ଡରେ କାର୍ଯ୍ୟ କରେ — ୫. The long strip of land in a paddy field which an individual labourer weeds out or from which he reaps paddy.
୬. ଥାନୀ ଓ ଚାନ୍ଦନା ଛଡ଼ା ଅନ୍ୟ ରଇତି ଜମି — ୬. Rayati holding except Thāni and Chāndanā.

ଅନୁବାଦ

[ସମ୍ପାଦନା]

(ପାହିଆ—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ପାର୍ଶ୍ୱ)

[ସମ୍ପାଦନା]

ଏକ ମଉଜାରେ ଚାଷ କରୁଥିବା ଯେଉଁ ପ୍ରଜାର ବାସସ୍ଥାନ ସେ ଗ୍ରାମରେ ନ ଥାଏ —Non-resident (raiyat).

ଅନୁବାଦ

[ସମ୍ପାଦନା]

ସଂସ୍କୃତ - କ୍ରି. (ପା ଧାତୁ ଲୋଟ୍ ଅନୁଜ୍ଞା)

[ସମ୍ପାଦନା]

ତ୍ରାହି, ମୋତେ ରକ୍ଷାକର —Save me.