ପାହିଆ
ଦେଖଣା
ପାହିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ପାହ୍ୟା, ପାୟା, ପାଇଆ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ -(ଫାରାସୀ - ପାୟତ୍; ତୁଳ. ସଂସ୍କୃତ - ପାଦ)
[ସମ୍ପାଦନା]- ୧. ପଦବୀ — ୧. Position.
- ୨. ଖୁଣ୍ଟ; ସ୍ତମ୍ଭ —୨. Post.
- ୩. ଖଟର ଖୁରା — ୩. Bed-post.
- ୪. ଟେବଲ୍, ଆଲମାରି, ଚଉକି ଆଦି ଅସବାବ୍ର ଗୋଡ଼ — ୪. The leg or foot of any piece of furniture.
- ୫. କୌଣସି ବ୍ୟକ୍ତି ସାମାଜିକ ବା ସାଂସାରିକ ପରିସ୍ଥିତି — ୫. The social or wordly position or degree of a person; rank.
- ୬. ପାହାଚ; ସୋପାନ ଶ୍ରେଣୀର ଗୋଟିଏ ଆରୋହଣୀ — ୬. A step of a ladder or of a flight of steps.
- ୭. ଅବସ୍ଥିତି —୭. Situation.
ଦେଶଜ - ବିଶେଷଣ -
[ସମ୍ପାଦନା]ପାହି (ରଇତ) — Nonresident (raiyat).