ପାହିବା
(ରାତ୍ରି) ପ୍ରଭାତ ହେବା — (the night) To break into dawn; to dawn.
ବିଭାବରୀ ନ ପାହୁଁ ଆସକା ଅଜଣାରେ କବିସୂର୍ଯ୍ୟ. କିଶୋରୀଚମ୍ପୂ