Jump to content

ପାହିଲି

ଉଇକିଅଭିଧାନ‌ରୁ

ପାହିଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାତ୍ର ସଂସ୍କୃତ - ପାତିଳୀ; ପ୍ରା. ପାଇଲୀ=ମାପିବାର ମାଟିର ପାତ୍ର)

[ସମ୍ପାଦନା]
୧. ଏକ ପାଆ ମାପର ପାତ୍ର — ୧. A measure of ୧/୪ of a seer.
୨. ଗଉଣୀର ୧୨: ଭାଗରୁ ଏକ ଭାଗ ପରିମାଣ ମାତ୍ର —୨. A measuring pot of corn equal to ୧/୧୨ of a gouny.