ପାହି ସ୍ଥିତିବାନ
ଦେଖଣା
ପାହି ସ୍ଥିତିବାନ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଗୋଟିଏ ଗ୍ରାମବାସୀ ରଇତର ଅନ୍ୟ ଗ୍ରାମରେ ଥିବା ୧୨: ବର୍ଷରୁ ଊର୍ଦ୍ଧ୍ୱକାଳ ଦଖଲି ସ୍ୱତ୍ୱ — Occupancy right in a holding of a non-resident raiyat (which accrues after ୧୨ year's possession).
ଦେଶଜ - ବିଶେଷଣ -
[ସମ୍ପାଦନା]ନିଜର ପାହି ଜମିରେ ଦଖଲି ସତ୍ୱ ବିଶିଷ୍ଟ ପ୍ରଜା — (raiyat) Having a right of occupancy in his holding.