Jump to content

ପାହୁ

ଉଇକିଅଭିଧାନ‌ରୁ

ପାହୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ପାହୁଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]

ପାଉ; ଧୂତ୍ତ —Cunning.

କଟକୀ ପାହୁ; ଛଟକ ଦେଖାଇ ଅଟକି ନଉ—ଢଗ

୨. ପ୍ରତାରକ —୨. Cheating.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଧୂର୍ତ୍ତ ବ୍ୟକ୍ତି — Rough; a cheat.