ପାହୁଡ଼
ପାଉଡ଼; ସ୍ତ୍ରୀ ମାନଙ୍କ ଗୋଡ଼ରେ ପିନ୍ଧିବା ଅଳଙ୍କାର ବିଶେଷ; ଗୋଡ଼ର ବଳା; ଗୋଡ଼ଖଡ଼ୂ — An anklet.
ସ୍ତୀରୀମାନଙ୍କର ପାହୁଡ଼ର ଶବଦ କରାଇଲା ସେ ବନଜନ୍ତୁଙ୍କୁ ସ୍ତବଧ—କୃଷ୍ଣସିଂହ. ମହାଭାରତ. ବନ