ପାହୁରାଣୀ
ଦେଖଣା
ପାହୁରାଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ପାହୁରାଣୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପ୍ରହାରିଣୀ)
[ସମ୍ପାଦନା]- ୧. ପାଉରାଣୀ; ଧାନ କୁଟିବା— ମୁଷଳ —A pestle to pound or husk Corn.
- ୨. ଢିଙ୍କିର ପାହାର — ୨. The pestle of a Dhiṅki.
- ୩. ଛୋଟ ଠେଙ୍ଗା; ଠେଙ୍ଗଣୀ — ୩. A small lathi cudgel.
- ୪. ଉଲୂଖଳ ମୁଷଳ; ଧାନରୁ ଚାଉଳ ବାହାର କରିବା ଏବଂ ଚାଉଳ ଓ ଡାଲି ଆଦିକୁ କାଣ୍ଡିବା ପାଇଁ ଦକ୍ଷିଣରେ ବ୍ୟବହ଼ୃତ ପଥର ବା କାଠର ହେମଦସ୍ତା ଓ କାଠର ଲମ୍ୱ ପୁଆ — ୪. A pestle and mortar to thresh and bruise paddy into rice.
[ଦ୍ରଷ୍ଟବ୍ୟ —ବୈଦିକଯୁଗରେ ଋଷିମାନେ ଏହାଦ୍ୱାରା ଧାନ କୁଟୁଥିଲେ କିନ୍ତୁ ବର୍ତ୍ତମାନ ଓଡ଼ିଶାରେ ଏହା ପରିବର୍ତ୍ତେ ଢିଙ୍କି ବ୍ୟବହୃତ ହେଉଥିଲେହେଁ ଦାକ୍ଷିଣାତ୍ୟରେ ଏହା ଚଳି ଆସୁଅଛି ଏ ଦେଶକୁ ଆସୁଥିବା ଦକ୍ଷିଣିଆ, ମାଟିଆ ଓ ସବାଖିଆ କେଳାମାନେ ଏହାଦ୍ୱାରା ଧାନ କୁଟନ୍ତି ଓ ଚାଉଳ କାଣ୍ଡନ୍ତି ]