Jump to content

ପାହୁଲ

ଉଇକିଅଭିଧାନ‌ରୁ

ପାହୁଲ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାଦରୁ)

[ସମ୍ପାଦନା]
୧. ପାହୁଣ୍ଡ; ପାଉଲ; ପାଦଚିହ୍ନ — ୧. Foot-step.

ବ୍ୟଗ୍ରେ ଗୌଣେ ଆସୁଁ ମାର୍ଗରେ କେଦାର ଦେଖିଲା ବ୍ୟାଘ୍ର ପାହୁଲ ରାଧାନାଥ. କେଦାରଗୌରୀ

୨. ଲାଠି ଖେଳିବା ମଲ୍ଲ ହାତରେ ଯଷ୍ଟି ଧରି ବକ୍ରଗତିରେ ବଡ଼ ବଡ଼ ପାହୁଣ୍ଡ଼ ପକାଇ ଅଗ୍ରସର ହେବା —୨. Act of stepping in big steps done by a stick player.
୩. ଶିଖ ଧର୍ମରେ ଦୀକ୍ଷିତ ବ୍ୟକ୍ତିର ଶିଖ ଧର୍ମ ଦୀକ୍ଷାଗ୍ରହଣ — ୩. The initiation of a person into Sikh religion.