Jump to content

ପାୟସ

ଉଇକିଅଭିଧାନ‌ରୁ

ପାୟସ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -(ପୟସ୍=ଦୁଧ+ବିକାରାର୍ଥେ. ଅ)

[ସମ୍ପାଦନା]
୧. ପରମାନ୍ନ; ଖିରି ; ଦୁଗ୍ଧ ଓ ଶର୍କରା ପକ୍ୱ ଅନ୍ନ — ୧. Frumenty; gruel made of rice or wheat flour boiled with milk and sugar.
୨. ସରଳ ନିର୍ଯ୍ୟ୍ୟାସ (ହିନ୍ଦୀ - ଶ.) — ୨. The gum of the pine tree; turpentine.
୩. (+ସ୍ୱାର୍ଥେ. ର) ଦୁଗ୍ଧ —୩. Milk. (Apte)
୪. ଅମୃତ —୪. Nectar. (Apte)

ସଂସ୍କୃତ - ବିଣ—(ପୟସ୍+ଅ)

[ସମ୍ପାଦନା]

ପୟଃ ସମ୍ୱନ୍ଧୀୟ — Relating to milk or water.