Jump to content

ପାୟା

ଉଇକିଅଭିଧାନ‌ରୁ

ପାୟା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପାଦ; ଫାରାସୀ - ପାୟହ୍)

[ସମ୍ପାଦନା]
୧. ପାଇଆ; ଖଟ ବା ଚଉକିର ଗୋଡ଼ — ୧. The posts of a bedstead or chair.
୨. ସ୍ତମ୍ଭ; ଖୁଣ୍ଟା —୨. Pillar; post.
୩. ସମ୍ମାନ; ମର୍ଯ୍ୟାଦା — ୩. Respectability; dignity.
୪. ପଦବୀ; ପଦ —୪. Position; rank; situation.
୫. ସମ୍ମାନଯୁକ୍ତ ପଦବୀ — ୫. A position of respectability.
୬. ତୁଲ୍ୟତା; ସମତା —୬. Equality.
୭. ସିଢ଼ୀର ପାହାଚ —୭. The step of a stair.