ପାୟୀ
(ପାୟିନୀ—ସ୍ତ୍ରୀ)
ପାନକାରୀ — Drinking.
ଭାରତୀ ଭକତ କେଉଁ ରୂପ ପାୟୀ ତୃପ୍ତ ହେବ ଏହା ଥରେ ମତ୍ର ଧ୍ୟାୟି ରାଧାନାଥ. ଚିଲିକା
[ ଦ୍ର—ଏହା ସମାସରେ ଅନ୍ୟ ଶବ୍ଦ ସହିତ ବ୍ୟବହୃତ ହୁଏ; ଯଥା—ସୁଧାପାୟୀ; ରୂପପାୟୀ; ଦୁଗ୍ଧପାୟୀ]