Jump to content

ପାୟୁ

ଉଇକିଅଭିଧାନ‌ରୁ

ପାୟୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ପା ଧାତୁ=ରକ୍ଷା କରିବା+କର୍ତ୍ତୃ. ଉ; ଯାହା ମଳ ନିଃସରଣ କରିବା ଯୋଗୁଁ ପ୍ରାଣୀମାନଙ୍କୁ ରକ୍ଷା କରେ)

[ସମ୍ପାଦନା]

ଗୁହ୍ୟଦ୍ୱାର; ମଳଦ୍ୱାର —Anus.