ପାୟେ
ଦେଖଣା
ପାୟେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ପାୟେ
|
ଦେଶଜ - ଅ. (ସଂସ୍କୃତ - ପାଦ)
[ସମ୍ପାଦନା]- ୧. ପାଏ; ଏକପା ମାତ୍ର — ୧. One Pua only.
- ୨. ଏକଚତୁର୍ଥାଂଶ —୨. One fourth.
- ୩. ପାଦରେ —୩. At the feet.
ଭୟେ ଚିନ୍ତିଣ ସୁଗରାୟେ ଶରଣ ଗଲା କୃଷ୍ଣ ପାୟେ ଜଗନ୍ନାଥ. ଭାଗବତ