Jump to content

ପିଅଁଳା

ଉଇକିଅଭିଧାନ‌ରୁ

ପିଅଁଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ପିଙ୍ଗଳା)

[ସମ୍ପାଦନା]

ପିଙ୍ଗଳା ନାଡ଼ୀ; ଶରୀର ମଧ୍ୟସ୍ଥ ୩ ଗୋଟି ପ୍ରଧାନ ନାଡ଼ୀ ମଧ୍ୟରୁ ଏକତମ — One of the ୩ vital venis of the body.

ଇଅଁଳା ପିଅଁଳା ସୁଷୁମ୍ନା ତିନି ଗଙ୍ଗା ଯମୁନା ସରସ୍ୱତୀ ଘେନି ପ୍ରାଚୀ. ପରଚେଗୀତା

[ ଦ୍ର—ଈଡ଼ା, ପିଙ୍ଗଳା, ଓ ସୁଷୁମ୍ନା ନାଡ଼ିମାନଙ୍କୁ ଭାଷାରେ ଯଥାକ୍ରମେ ଇଅଁଳା, ପିଅଁଳା ଓ ଶିଶୁମୁଣା ବୋଲି କହନ୍ତି ]