ପିଆ
ଦେଖଣା
ପିଆ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପା ଧାତୁ)
[ସମ୍ପାଦନା]ପାନ କରିବା — Drinking.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯେ ପାନ କରେ — ୧. Drinking (person).
- ୨. ଢଳା ହୋଇଥିବା (ଧାତୁମୟ ବସ୍ତୁ) — ୨. Cast (metal article).
- ୩. ପାନ ହେବା ପାଇଁ ଅଭିପ୍ରେତ (ବସ୍ତୁ) — ୩. Intened to be drunk.