ପିଆଦା
ଦେଖଣା
ପିଆଦା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ପ୍ୟାଦା; ସଂସ୍କୃତ - ପଦାତି)
[ସମ୍ପାଦନା]- ୧. ପିଅନ; ଚପରାସୀ —୧. Peon.
- ୨. ପାଇକ —୨. Foot-man.
ମିଆଦ ଟାଳିଲା ପିଆଦା ପରାଏ ମାର ଝିଙ୍କେ ଆସୁ ଯାଉ କବିସୂର୍ଯ୍ୟ. ସଂଗୀତ
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -
[ସମ୍ପାଦନା]ଅଧିକାର —Authority.
(ଯଥା—ତୁ କଣ ମୋଠାରେ ପିଆଦା ଦେଖାଉଛୁ)