Jump to content

ପିଆଦା ମୁତଇନ୍

ଉଇକିଅଭିଧାନ‌ରୁ

ପିଆଦା ମୁତଇନ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ପିଆଦା ମୁତଏନ୍, ପିଆଦା ମୁତୟନ୍, ପିଆଦା ମୋତଏ(ୟ)ନ୍ ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ପ୍ୟାଦା+ମୂତାଇୟୂନ୍)

[ସମ୍ପାଦନା]

କୌଣସି କାର୍ଯ୍ୟ ନିମନ୍ତେ କୌଣସି ପିଆଦାକୁ ବିଶିଷ୍ଟ ଭାବରେ ନିଯୋଗ କରିବା — Deputation of a peon for a special purpose.