ପିଆରା
ଦେଖଣା
ପିଆରା
ଉଚ୍ଚାରଣ
[ସମ୍ପାଦନା](ପେଆରା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ପ୍ରିୟ)
[ସମ୍ପାଦନା]- ୧. ପ୍ରିୟ — ୧. Dear.
ମାମୁଁ ମାଇଁ କାମର ପିଆରା ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ପ୍ରିୟତମ —୧. Dearest; beloved.
- ୩. ଅଧୀନ (ବ୍ୟକ୍ତି) ବଶଂବଦ — ୩. Dependant; subservient.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ପାରେବତ ଫଳ; ତୁଲ. ପର୍ଟୁଗୀଜ୍—ପେରା)
[ସମ୍ପାଦନା]- ୧. ଏକ ପ୍ରକାର ପିଜୁଡ଼ି — ୧. Guava (fruit); Ficus Carica.
- ୨. ପ୍ରିୟ ପାତ୍ର —୨ Favourite; beloved person.
- ୩. ସ୍ନେହ; ପ୍ରେମ; ଆଦର — ୩. Attachment; love.