Jump to content

ପିଆରୀ

ଉଇକିଅଭିଧାନ‌ରୁ

ପିଆରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ପ୍ରିୟା)

[ସମ୍ପାଦନା]
୧. ପ୍ରିୟା; ପ୍ରେୟସୀ — ୧. A beloved woman; a man's sweet heart.
୨. ରାଧିକାଙ୍କ ହିନ୍ଦୀ ନାମାନ୍ତର — ୨. An epithet of Rādhikā
୩. (ନାମ) ପୁଂ—ପିଆରୀଚରଣ ବା ପିଆରୀ ମୋହନ ନାମକ ବ୍ୟକ୍ତିର ଡାକ ନାମ —୩. A name by which a person named piāricharaṇa or Piārimohana is called.