Jump to content

ପିଆସ

ଉଇକିଅଭିଧାନ‌ରୁ

ପିଆସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ପିପାସ)

[ସମ୍ପାଦନା]
୧. ତୃଷ୍ଣା; ପିପାସା — ୧. Thirst.
୨. (ସଂସ୍କୃତ - ପ୍ରୟାସ; ପ୍ରତ୍ୟାଶା) କୌଣସି ପଦାର୍ଥ ପାଇବା ପାଇଁ ବଳବତୀ ଇଚ୍ଛା; ଅଭିଳାଷ —୨. An intensive desire for a thing.