ପିଆ କଉଡ଼ି
ଦେଖଣା
ପିଆ କଉଡ଼ି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିଆ କଉଡ଼ି
|
ପିଆଇ କଉଡ଼ି, ପେଇ କଉଡ଼ି, ପେହି କଉଡ଼ି, ପ୍ୟାହି(ହି)କଉଡ଼ି '
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମଦ୍ୟ ପାନ ନିମନ୍ତେ ପାଣ ହାଡ଼ି ଆଦିଙ୍କୁ ଦିଆଯିବା ପୁରସ୍କାର ପଇସା —Tip given to drummers and sweepers for a drink.
ମୁହିଁ ଜାତିରେ ହାଡ଼ି, ଜାତିରେ ହାଡ଼ି ମାଗୁଛି ପେଇ କଉଡ଼ି—ବାବୁ ହେ ! ଯାତ୍ରାଗୀତ