Jump to content

ପିଆ ପିଇ

ଉଇକିଅଭିଧାନ‌ରୁ

ପିଆ ପିଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପା ଧାତୁ ଦ୍ୱିତ୍ୱ)

[ସମ୍ପାଦନା]
୧. ପାନ କରିବା — ୧. Drinking.
୨. ମଦ୍ୟପାନ କ୍ରିୟା — ୨. Drinking of wine.
୩. ବହୁ ବ୍ୟକ୍ତି ମିଶି ମଦ୍ୟ ପାନ କରିବା — ୩. A drinking bout.
୪. ପରସ୍ପରକୁ ପିଆଇବା — ୪. Causing each other to drink.
୫. ବହୁବାର ପିଇବା କ୍ରିୟା — ୫. Repeated acts of drinking.