Jump to content

ପିଉନିଟିଭ୍ ଟାକ୍ସ

ଉଇକିଅଭିଧାନ‌ରୁ

ପିଉନିଟିଭ୍ ଟାକ୍ସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପିଉନିଟିଭ୍ ପୋଲିଶ୍ ଟାକ୍ସ, ପିଉନିଟିଭ୍ ଟିକସ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇ)

[ସମ୍ପାଦନା]

କୌଣସି ଅଞ୍ଚଳରେ ଅସାଧାରଣ ରୂପେ ଶାନ୍ତିଭଙ୍ଗ ହେବାର ଦେଖା ଗଲେ ଓ ଉକ୍ତ ଅଞ୍ଚଳବାସୀ ଲୋକଙ୍କ ମେଳି ଯୋଗୁଁ ଅପରାଧର ସନ୍ଧାନ ବା ନିରାକରଣ ହୋଇ ନ ପାରିଲେ ସେ ଅଞ୍ଚଳରେ ଶାନ୍ତିରକ୍ଷା କରିବା ପାଇଁ ସରକାରଙ୍କଦ୍ୱାରା ନିଯୁକ୍ତ ଅଧିକା ପୁଲିସ ଫଉଜଙ୍କ ଖରଚା ଉଠଇବା ପାଇଁ ଉକ୍ତ ଅଞ୍ଚଳବାସୀଙ୍କ ଉପରେ ସରକାରଙ୍କ ନିର୍ଦ୍ଧାରିତ ଟାକ୍ସ —Tax for maintenance of Punitive Police in a certain distrubed area.