ପିଉଶାଶୁ
(ପିଉସୀ ଶାଶୁ—ଅନ୍ୟରୂପ)
ଆପଣା ସ୍ୱାମୀଙ୍କର ବା ସ୍ତ୍ରୀଙ୍କର ପିଉସୀ; ଆପଣା ଶ୍ୱଶୁରଙ୍କ ଭଉଣୀ — The sister of one's father-in-law.