Jump to content

ପିକ

ଉଇକିଅଭିଧାନ‌ରୁ

ପିକ

ଉଚ୍ଚାରଣ

[ସମ୍ପାଦନା]
(ପିକୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ. (ପି ଅନୁକରଣ ଶବ୍ଦ+କୈ ଧାତୁ=ଶବ୍ଦ କରିବା +ଅ)

[ସମ୍ପାଦନା]

କୋକିଳୋ; କୋଇଲି — The Indian cuckoo; the black cuckoo; the koel; Endynamys Honorata; Cuculus Indica.

(ପିଙ୍କ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଞ୍ଜ ଧାତୁ=ରଞ୍ଜିତ କରିବା; ପିଙ୍ଗଳ=ଈଷତ୍ ରକ୍ତବର୍ଣ୍ଣ; ଏହା ପିଙ୍ଗଳ ବର୍ଣ୍ଣ ଥିବାରୁ; କିମ୍ୱା ପିଚ୍ଚ ଧାତୁ=ଚୁପୁଡ଼ିବା)

[ସମ୍ପାଦନା]

ପାନଛେପ; ତାମ୍ୱୁଳ ନିଷ୍ଠୀବନ; ପାନଖିଲ ଚୋବାଇଲେ ଯଉଁ ଲାଳ— ମିଶ୍ରିତ ନାଲିରସ ପାଟିରୁ ବାହାରେ —The red spittle coming out of the mouth after chewing betel.

ତାମ୍ୱୁଳ ବନ୍ଧା ପତ୍ର ଚିହ୍ନ ପିକ ପଡ଼ିଛି ବିଦ୍ୟମାନ ଭୂପତି ପ୍ରେମପଞ୍ଚାମୃତ