ପିକାଖିଆ
ଦେଖଣା
ପିକାଖିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପିକାଖିଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପିକାଦ୍ୱାରା ଧୂମପାନ — ୧. Smoking with a cheroot.
- ୨. ଧୂମ ପାନ କରିବା ପାଇଁ ପିକା କିଣିବା ନିମନ୍ତେ ଶୂଦ୍ର ଭ୍ରାତୃତ୍ୟାଦିଙ୍କୁ ଦିଆଯିବା ପୁରସ୍କାର —୨. A tip given to Ṡūdra menials for purchaasing cheroot for smoking.
- ୩. (ଲକ୍ଷଣାର୍ଥ) ନିଶ୍ଚିନ୍ତରେ ଓ ମଉଜରେ ସମୟ ଯାପନ — ୩. Passing time easilly andf without anxiety.
ଘରବୁଡ଼ି ପାଣି ଅଣ୍ଟିଏ ହେଲାଣି ପୁଅଙ୍କର ପିକାଖିଆ ଛାଡ଼ ଯାଉ ନାହିଁ—ଢଗ
ଦେଶଜ - ବିଶେଷଣ -
[ସମ୍ପାଦନା]ପିକାଦ୍ୱାରା ଧୂମ ପାନ କରିବାରେ ଅଭ୍ୟସ୍ତ (ବ୍ୟକ୍ତି) — Habituated to smoking cheroot.