Jump to content

ପିକେଟିଂ

ଉଇକିଅଭିଧାନ‌ରୁ

ପିକେଟିଂ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ପିକେଟିଙ୍ଗ୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

(ଅସହଯୋଗ ଆନ୍ଦୋଳନରେ ବ୍ୟବହୃତ)— ଦୋକାନ ପାଖରେ ଠିଆ ହୋଇ ବୀଦେଶୀ ଦ୍ରବ୍ୟ ବା ମାଦକ ଦ୍ରବ୍ୟ କିଣିବାକୁ ଆସିବା ବ୍ୟକ୍ତିମାନଙ୍କୁ ଅନୁରୋଧ ଓ ପ୍ରାର୍ଥନାଦ୍ୱାରା ନିବାରଣ କରିବାକାର୍ଯ୍ୟ —Picketing.

[ଦ୍ରଷ୍ଟବ୍ୟ —ମାହାତ୍ମା ଗାନ୍ଧିଙ୍କ ପ୍ରବର୍ତ୍ତିତ ଅସହୋଯୋଗ ଆନ୍ଦୋଳନ କାଳରୁ ଏ ଶଦ୍ଦ ଓଡ଼ିଆ ଭାଷାରେ ପଶିଲା ସ୍କୁଲ୍ ପରୀକ୍ଷା ହଲ୍, କଚେରି ଓ ହାଟ ଆଦି ସ୍ଥାନରୁ ସେଠାକୁ ଯିବା ବ୍ୟକ୍ତିଙ୍କୁ ନିବାର୍ତ୍ତାଇବା ପାଇଁ ମଧ୍ୟ ପିକେଟିଂ କରାଗଲା ଓ ଲୋକେ କଥାରେ ନ ଭୂଲିଲେ ବାଟରେ ଶୋଇପଡ଼ି କିମ୍ୱା ଆଗରେ ଉଗାଳି ବାଟ ବନ୍ଦ କରି, କିମ୍ୱା ଲୋକଙ୍କ ଘର ଚାରିପାଖେ ଘେରି ପିକେଟିଂ କରାଗଲା]