ପିକ ଦାନୀ
(ପିକଦାନୀ, ପିଙ୍କଦାନୀ—ଅନ୍ୟରୂପ)
ପିକ ପକାଇବାର ପାତ୍ର — A spitton; a spit- pit.
ଭଜିଆନ୍ତି ଭଜନୀ ଦିବସେ ପିକଦାନୀ କବିସୂର୍ଯ୍ୟ. କିଶୋରୀ ଚମୂ ଭ ଗୀତ