Jump to content

ପିକ ବାଣୀ

ଉଇକିଅଭିଧାନ‌ରୁ

ପିକ ବାଣୀ

ଉଚ୍ଚାରଣ

[ସମ୍ପାଦନା]

(ପିକବଚନା—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]

ପିକ ରାବିଲା ପରି ମଧୁର କଥା କହୁଥିବା (ସ୍ତ୍ରୀ) —Sweet-toned (lady).

ଚୁମ୍ୱଦେଇ ଗଣି ଗଣି ଧଇର୍ଯ୍ୟ ଚାହାଣି ହାଣି ଭାଷେ ପ୍ରେମେ ପିକବାଣୀ ବାଣୀ ଭଞ୍ଜ, ପ୍ରେମସୁଧାନିଧି