Jump to content

ପିଙ୍ଗଳିକା

ଉଇକିଅଭିଧାନ‌ରୁ

ପିଙ୍ଗଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଙ୍ଗଳ+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. କ୍ରୌଞ୍ଚ; କାଣ୍ଟିବଗ — ୧. The heron; the paddy bird; Bredeola Grayi.
୨. ଏକ ପ୍ରକାର ଦଂଶକ ମକ୍ଷିକା (ହିନ୍ଦୀ - ଶ) —୨. A kind of biting fly.