ପିଙ୍ଗା
ଦେଖଣା
ପିଙ୍ଗା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ପିଞ୍ଜ୍ ଧାତୁ+ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ଗୋରୋଚନା — ୧. A yellow pigment found in the head of the cow.
- ୨. ଦୁର୍ଗା; ଚଣ୍ଡିକା —୨. Durgā
- ୩. ହରିଦ୍ରା; ହଳଦୀ —୩. Turmeric.
- ୪. ପିଙ୍ଗଳା ନାଡ଼ୀ —୪. One of the ୩ principal venis of the human body.
- ୫. ବଂଶଲୋଚନ —୫. The bamboo manna.
- ୬. ହେଙ୍ଗୁ (ହିନ୍ଦୀ - ଶ.) —୬. Asafoetida.