Jump to content

ପିଙ୍ଗାକ୍ଷ

ଉଇକିଅଭିଧାନ‌ରୁ

ପିଙ୍ଗାକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ପିଙ୍ଗାକ୍ଷୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)

[ସମ୍ପାଦନା]

ଚିଲାଆଖିଆ; ପିଙ୍ଗଳ ବର୍ଣ୍ଣ, ଚକ୍ଷୁ— ବିଶିଷ୍ଟ —Having tawny eyes.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମହାଦେବ —୧. Ṡiba.
୨. ବ୍ୟାଧବିଶେଷ —୨. Name of a flower.
୩. କୁମ୍ଭୀର (ହିନ୍ଦୀ - ଶ.) —୩. Alligator.