Jump to content

ପିଙ୍ଗାଶ

ଉଇକିଅଭିଧାନ‌ରୁ

ପିଙ୍ଗାଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ପିଙ୍ଗ=ପିଙ୍ଗଳ ବର୍ଣ୍ଣ+ଆଶ=ମାଂସ ଯାହାର)

[ସମ୍ପାଦନା]
୧. ପାହଙ୍ଗା ମାଛ; ପାହଣା ମାଛ; ପଙ୍ଗା ନାମକ ଅକାତିଆ ମାଛ —୧. The siluroid or sheat fish; Panga sius Buchanani (a kind of fish)

[ଦ୍ରଷ୍ଟବ୍ୟ —ଏହାର ଦେହ ଚେପଟା; ମୁହଁ ଚଉଡ଼ା; ୪ ଟା ନିଶ ଅଛି; ଏହା ୨ ହାତ ପର୍ଯ୍ୟନ୍ତ ଲମାବ ଓ ଓଜନରେ ୪୫: ସେର ପର୍ଯ୍ୟନ୍ତ ହୁଏ; ଏ ମାଛ ଅତ୍ୟନ୍ତ ତେଲିଆ]

୨. ଗ୍ରାମର ମୁଖ୍ୟ ବ୍ୟକ୍ତି; ଗ୍ରାମାଧିପତି(ହିନ୍ଦୀ - ଶ.) — ୨. The head man of village.
୩. ଉତ୍କୃଷ୍ଟ ସୁନା (ହିନ୍ଦୀ - ଶ.) —୩. Pure gold.