Jump to content

ପିଚକୀଳା ମାରିବା

ଉଇକିଅଭିଧାନ‌ରୁ

ପିଚକୀଳା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଶଗଡ଼ ଚକର କୌଣସି ଅଂଶ ହୁଗୁଳା ହେଲେ ଓ ଚକରୁ ହାଲ ହୁଗୁଳି ଗଲେ ତହିଁର ସନ୍ଧରେ ପତଳା ବା ବାଉଁଶ ପାତିଆର ଖିଲ ବାଢ଼େଇ କରି ଭର୍ତ୍ତି କରିବା