Jump to content

ପିଚଣ୍ଡ

ଉଇକିଅଭିଧାନ‌ରୁ

ପିଚଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଅପି—ନିଶ୍ଚୟ+ଚମ୍ ଧାତୁ=ଭକ୍ଷଣ କରିବା+ସଂଜ୍ଞାର୍ଥେ ତ)

[ସମ୍ପାଦନା]
୧. ପେଟ; ଉଦର —୧. Belly.
୨. ଥନ୍ତଲ ପେଟ —୨. A big Belly
୩. ପଶୁର ପୃଷ୍ଟ ଦେଶ —୩. The back of beast.