ପିଚା
(ପିଛା—ଅନ୍ୟରୂପ)
ନିତମ୍ୱ; କଟିର ପାଶ୍ଚାତ୍ ଭାଗର ଉଭୟ ପାର୍ଶ୍ୱରେ ଥିବା ମାଂସପିଣ୍ଡଦ୍ୱାରା; ଗାଣ୍ଡି — Posteriors; buttock; rump.
ଦିନେ ସେ କାଳକର ପିଚାରେ ପିମ୍ପୁଡ଼ି କୃଷ୍ଣସିଂହ. ମହାଭାରତ. ବନ