ପିଚାଶିଆ
ଦେଖଣା
ପିଚାଶିଆ
ଉଚ୍ଚାରଣ
[ସମ୍ପାଦନା]ପିଚାଶୀ, ପିଚାଶୁଣୀ, ପିଚାଶେଈସ୍ତ୍ରୀ
ଅନୁବାଦ
[ସମ୍ପାଦନା]ପିଚାଶିଆ
|
ଦେଶଜ - ବିଶେଷଣ - ପୁ. (ସଂସ୍କୃତ - ପୈଶାଚିକ)
[ସମ୍ପାଦନା]- ୧. ପିଶାଚ ପ୍ରକୃତି — ୧. Of fiendish nature.
- ୨. ଅର୍ଥ ପିଶାଚ; ଲୋଭୀ — ୨. Avaricious.
- ୩. କୃପଣ —୩. Miserly.
- ୪. ଦୁଷ୍ଟ —୪. Wicked.