ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ପିଶାଚୀ)
[ସମ୍ପାଦନା]
- ୧. ଗ୍ରାମ ଦେବତା ବିଶେଷ — ୧. Name of a village-Goddess.
- ୨. ପ୍ରେତ ଯୋନିବିଶେଷ — ୨. A female imp or fiend.
[ଦ୍ରଷ୍ଟବ୍ୟ —ଅନ୍ତୁଡ଼ି ଉଠିବା ପୂର୍ବରୁ ପ୍ରସୂତି ପ୍ରାଣ ତ୍ୟାଗ କଲେ ସେ ପିଚାଶୁଣୀ ହୁଏ ବୋଲି ଲୋକଙ୍କର ବିଶ୍ୱାସ]