Jump to content

ପିଚା ପାଡ଼

ଉଇକିଅଭିଧାନ‌ରୁ

ପିଚା ପାଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ପିଚା ପାଡ଼ି, ପିଚାପାଡ଼ିଆ, ପିଚାପାଢ଼ି, ପିଚାପାଢ଼ିଆ, ପିଛାପାଡ଼, ପିଛାପାଡ଼ୀ, ପିଛାପାଢ଼ି, ପିଛା ପାଢ଼ିଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ସ୍ତ୍ରୀ ମାନଙ୍କ ପରିଧେୟ ଯେଉଁ ଲୁଗାର ମଝିରେ ଗୋଟିଏ ପଟା ଧଡ଼ି ଥାଏ — A cloth with a broad strip in the middle.

ଦେଶଜ - ବିଶେଷଣ -

[ସମ୍ପାଦନା]

ମଝିରେ ଆଉ ଗୋଟିଏ ଧଡ଼ି ଥିବା (ସ୍ତ୍ରୀ ପରିଧେୟ ବସ୍ତ୍ର) —(A woman's cloth)Having a long strip rinning about the middle.