Jump to content

ପିଚିକା ମାରିବା

ଉଇକିଅଭିଧାନ‌ରୁ

ପିଚିକା ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

[ପିଚିକା ମାରିବା, ପିଚକାରି ମାରିବା, ପିଚିକାରି ମାରିବା, ପିଚକା(କେ)ଇବା, ପିଚିକା(କେ)ଇବା—ଅନ୍ୟରୂପ)]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପିଚିକାରୀଦ୍ୱାରା ପାଣି ନିକ୍ଷେପ କରିବା ବା ଛାଟିବା — ୧. To cause water to flow through a syringe.

ଚନ୍ଦନ ପିଚିକା ମାରି କରନ୍ତି ଭାବ ଶିଶୁଙ୍କର ଭାଷା ଅଭିଳାଷ

୨. ପିଚିକିବା (ଦେଖ) - —୨. Pichikibā (See).



ପିଚିକା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. [[ ରକ୍ତ ବା ପାଣି ଆଦି କୌଣସି ଛିଦ୍ରବାଟେ ସୂକ୍ଷ୍ମଭାବରେ ଜୋରରେ ବାହାରିବା; ପିଚିକିବା; ୨ ପିଚିକାରି ମାରିବା (ଦେଖ) -