ପିଚିକିଳା
ପିଚକିଳା, ପିଚୁକିଳାଅନ୍ୟରୂପ
ଲଙ୍ଗଳର କଟି ଦେଶରେ ଥିବା ଛିଦ୍ରରେ ଈଶକୁ ଦୃଢ଼ ଭାବରେ ରଖିବା ପାଇଁ ଦିଆଯିବା ବାଉଁଶର ବା କାଠର ଛୋଟ ଖିଲ —Small wooden or bamboo pins driven into a plough hole to tighten the beam of the plough.